ଛତ୍ରୀ
ଦେଖଣା
ଛତ୍ରୀ
ଉଚ୍ଚାରଣ
[ସମ୍ପାଦନା](ଛତ୍ରିଣୀ—ସ୍ତ୍ରୀଲିଙ୍ଗ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା](ଛତ୍ର+ଅଛି ଅର୍ଥରେ ଇନ୍; ୧ମା. ୧ବ) ===
- ୧. ଯାହା ମୁଣ୍ଡଉପରେ ଛତା ଧରା ହୋଇଅଛି — Having an umbrella held over the head.
- ୨. ଛତ୍ରଧାରୀ —୨. Bearing an umbrella.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ରାଜା —୧. A king (M.W.).
- ୨. ଭଣ୍ଡାରି (ହିନ୍ଦୀ - ଶବ୍ଦସାଗର) —୨. A barber (M.W.).