ଛତ୍ରୀ
ଛତ୍ରୀ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ଛତ୍ରିଣୀ—ସ୍ତ୍ରୀଲିଙ୍ଗ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]
(ଛତ୍ର+ଅଛି ଅର୍ଥରେ ଇନ୍; ୧ମା. ୧ବ) ===
- ୧. ଯାହା ମୁଣ୍ଡଉପରେ ଛତା ଧରା ହୋଇଅଛି — Having an umbrella held over the head.
- ୨. ଛତ୍ରଧାରୀ —୨. Bearing an umbrella.
ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]
- ୧. ରାଜା —୧. A king (M.W.).
- ୨. ଭଣ୍ଡାରି (ହିନ୍ଦୀ - ଶବ୍ଦସାଗର) —୨. A barber (M.W.).