Jump to content

ଛଡ଼କାନ

ଉଇକିଅଭିଧାନ‌ରୁ

ଛଡ଼କାନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଷଟ୍ କର୍ଣ୍ଣ ଛଅଟି କାନ ଅର୍ଥାତ୍ ପ୍ରତ୍ୟେକ ଦୁଇଟି ଲେଖାଏଁ କାନ ଥିବା ତିନି ଜଣ ମନୁଷ୍ୟ)

[ସମ୍ପାଦନା]
୧. ଦୁଇ ଜଣ ଜାଣି ଥିବା କୌଣସି ଗୁପ୍ତ ବିଷୟ ତୃତୀୟ ବ୍ୟକ୍ତିର କର୍ଣ୍ଣଗୋଚର ହେବା ଅବସ୍ଥା — ୧. The state of a secret (known or con fined heretofore to two persons reaching the ears of a third person.
୨. ଗୁପ୍ତ ବିଷୟର ପ୍ରକାଶ — ୨. The devulgence of a secret.

ଛଡ଼ାକାନ ମନ୍ତ୍ର ଭେଦ ଢ଼ଗ

ଦେଶଜ - ବିଶେଷଣ -

[ସମ୍ପାଦନା]

ତୃତୀୟ ବ୍ୟକ୍ତି ନିକଟରେ ପ୍ରକାଶିତ ବା ତୃତୀୟ ବ୍ୟକ୍ତିଦ୍ୱାରା ଜ୍ଞାତ (ଗୁପ୍ତ ବିଷୟ) — Devulged (secret).