ଛଡ଼କାନ
ଦେଖଣା
ଛଡ଼କାନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛଡ଼କାନ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଷଟ୍ କର୍ଣ୍ଣ ଛଅଟି କାନ ଅର୍ଥାତ୍ ପ୍ରତ୍ୟେକ ଦୁଇଟି ଲେଖାଏଁ କାନ ଥିବା ତିନି ଜଣ ମନୁଷ୍ୟ)
[ସମ୍ପାଦନା]- ୧. ଦୁଇ ଜଣ ଜାଣି ଥିବା କୌଣସି ଗୁପ୍ତ ବିଷୟ ତୃତୀୟ ବ୍ୟକ୍ତିର କର୍ଣ୍ଣଗୋଚର ହେବା ଅବସ୍ଥା — ୧. The state of a secret (known or con fined heretofore to two persons reaching the ears of a third person.
- ୨. ଗୁପ୍ତ ବିଷୟର ପ୍ରକାଶ — ୨. The devulgence of a secret.
ଛଡ଼ାକାନ ମନ୍ତ୍ର ଭେଦ ଢ଼ଗ
ଦେଶଜ - ବିଶେଷଣ -
[ସମ୍ପାଦନା]ତୃତୀୟ ବ୍ୟକ୍ତି ନିକଟରେ ପ୍ରକାଶିତ ବା ତୃତୀୟ ବ୍ୟକ୍ତିଦ୍ୱାରା ଜ୍ଞାତ (ଗୁପ୍ତ ବିଷୟ) — Devulged (secret).