ପ୍ରଦର୍ଶନ
ଦେଖଣା
ପ୍ରଦର୍ଶନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପ୍ର+ଦୃଶ୍ ଧାତୁ ଣିଚ୍ ଦର୍ଶି ଧାତୁ+ ଭାବ. ଅନ)
[ସମ୍ପାଦନା]- ୧. ଦେଖାଇବା — ୧. Showing; exhibiting.
- ୨. ବର୍ଣ୍ଣନା; ଉଲ୍ଲେଖ —୨. Describing; narrating; mentioning.
- ୩. ସୂଚନା —୩. Indication.
- ୪. ବ୍ୟଖ୍ୟା କରିବା — ୪. Expounding; propounding; explaining.
- ୫. ଭବିଷ୍ୟତ୍ ବିଷୟର କଥନ —୫. Prophesying.