ପ୍ରଦର୍ଶନ

ଉଇକିଅଭିଧାନ‌ରୁ

ପ୍ରଦର୍ଶନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ପ୍ର+ଦୃଶ୍ ଧାତୁ ଣିଚ୍ ଦର୍ଶି ଧାତୁ+ ଭାବ. ଅନ)[ସମ୍ପାଦନା]

୧. ଦେଖାଇବା — ୧. Showing; exhibiting.
୨. ବର୍ଣ୍ଣନା; ଉଲ୍ଲେଖ —୨. Describing; narrating; mentioning.
୩. ସୂଚନା —୩. Indication.
୪. ବ୍ୟଖ୍ୟା କରିବା — ୪. Expounding; propounding; explaining.
୫. ଭବିଷ୍ୟତ୍ ବିଷୟର କଥନ —୫. Prophesying.