ଦାଗ
ଦେଖଣା
ଦାଗ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଫାରାସୀ - ଦାଗ୍; ତୁଳନା କର—ସଂସ୍କୃତ - ଦାହ; ପ୍ରା ଦାଘ)
[ସମ୍ପାଦନା]- ୧. ଚିହ୍ନ —୧. A mark; spot.
- ୨. କୌଣସି ପଦାର୍ଥ ଅନ୍ୟ ବସ୍ତୁକୁ ମାଡ଼ି ବସିବା ପରେ ଯେଉଁ ଚିହ୍ନ ରହିଯାଏ —୨. Mark left by thing on another.
- ୩. ଛିକି; ଛେକି; ମାର୍କା — ୩. A distnguishing mark or symbol.
- ୪. ମଳିଚିହ୍ନ; କଳଙ୍କଚିହ୍ନ — ୪. Taint; a stain; a blot.
- ୫. କାଳୀ ଦାଗ —୫. Inky stain or taint; ink- mark.
- ୬. କ୍ଷତଚିହ୍ନ —୬. Cicatrice; mark left by a wound on the body.
- ୭. (ତୁଳ. ସଂସ୍କୃତ - ଦାହ) ବାଣୀ; ଚିଆଁ; ଦେହରେ ଛେକ; ଚଡ଼ୁ ଦାଗ —୭. A mark made on the body with a hot iron; a brand.
- ୮. ରେଖା; ଗାର —୮. A line.
- ୯. (ଲକ୍ଷଣାର୍ଥ) ମନରେ ଜାତ ହେବା ଦୁଃଖ ବା ଦରଜ — ୯. (figurative) Mental woun; mark of sorrow left in the mind.
- ୧. ଲୁଗା ବା ଅନ୍ୟ ପଣ୍ୟଦ୍ରବ୍ୟ ଉପରେ ଟିପା ଯାଇଥିବା ମୂଲ୍ୟଜ୍ଞାପକ ଚିହ୍ନ —୧୦. A mark of sign made on the body of a cloth or other commodity dentoing the price of it.
- ୧୧. ଫଳ ଉପରେ ଦେଖାଯିବା ସଢ଼ା ଚିହ୍ନ — ୧୧. Spot indicating the rottenness of a fruit.
- ୧୨. (ଲକ୍ଷଣାର୍ଥ) ବଦନାମ; ଅପଯଶ; କଳଙ୍କ; କାଳି; ଅଖ୍ୟାତି, ଅକୀର୍ତ୍ତି —(figurative) Blot or stain on one's fair name; stigma; moral blot; candal.
ଅଷ୍ଟଦୁର୍ଗ ଭୂପତି; ବୋଲି ହେବ ଭରତି, କେ ବୃଥା ଅକୀରତି ଦାଗେ ଲୋ କବିସୂର୍ଯ୍ୟ. ସଙ୍ଗୀତ
- ୧୩. ବନ୍ଧୁକ ଦଗା, ବନ୍ଧୁକର ଏକ ଚୋଟ ବା ଏକଥର ଫାଏର୍ —୧୩. One charge by gun fire; firing of a gun.
- ୧୪. ପାଣିଆଁ ଓଷଧର ଏକ ପାନ, ଯାହା କି ବୋତଲ ଉପରେ କାଗଜ ଦାଗ ଚିହ୍ନିତ ହୋଇଥାଏ —୧୪. One does or mark of liquid medicine kept in a bottle.
- ୧୫. (ଲକ୍ଷଣାର୍ଥ) ଦୁର୍ଗୁଣ; ଦୋଷ — ୧୫. (figurative) Defect; fault.
- ୧୬. ଛୋଟ ରେଖା —୧୬. Small line.