କଙ୍କଡ଼ାଗଳା ମାଟି
ଦେଖଣା
କଙ୍କଡ଼ାଗଳା ମାଟି —
ଉଚ୍ଚାରଣ: Kaṇkaṟḍ̠gaḻā māṭi
ଦେ. ବି. —
କଙ୍କଡ଼ାମାନେ ଗାତ କରିବା ପାଇଁ ଗାତ— ଭିତରୁ ରାମ୍ପି ଆଣି ଗାତ ମୁହଁରେ ଜମା କରିଥିବା କାଦୁଆ ମାଟି — The earth deposited outside a carb-hole.