କଙ୍କଡ଼ାଗଳା ମାଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଙ୍କଡ଼ାଗଳା ମାଟି
ଉଚ୍ଚାରଣ: Kaṇkaṟḍ̠gaḻā māṭi

ଦେ. ବି. —

କଙ୍କଡ଼ାମାନେ ଗାତ କରିବା ପାଇଁ ଗାତ— ଭିତରୁ ରାମ୍ପି ଆଣି ଗାତ ମୁହଁରେ ଜମା କରିଥିବା କାଦୁଆ ମାଟି — The earth deposited outside a carb-hole.