Jump to content

ଛକାଖେଳ

ଉଇକିଅଭିଧାନ‌ରୁ

ଛକାଖେଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଷଟ୍କ; ପ୍ରା. ଛକ୍କୋ)

[ସମ୍ପାଦନା]

ଏକପ୍ରକାର କଉଡ଼ି ଖେଳ —A kind of Kauṟḍ̠i game.

[ଦ୍ରଷ୍ଟବ୍ୟ —ଏଥିରେ ଛଅ କଟି କଉଡ଼ିରେ ଚାରିଜଣ ବା ଅଭାବପକ୍ଷେ ଦୁଇଜଣ ଖେଳାଳି ଖେଳନ୍ତି ପଶାପାଲି ପରି ଘର କଟାଯାଏ, ଏଥିରେ କଉଡ଼ି ପଡ଼ିବା ଅନୁସାରେ ଦାନ ଚାଳିବାକୁ ହୁଏ]