ଛକାଖେଳ

ଉଇକିଅଭିଧାନ‌ରୁ

ଛକାଖେଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଷଟ୍କ; ପ୍ରା. ଛକ୍କୋ)[ସମ୍ପାଦନା]

ଏକପ୍ରକାର କଉଡ଼ି ଖେଳ —A kind of Kauṟḍ̠i game.

[ଦ୍ରଷ୍ଟବ୍ୟ —ଏଥିରେ ଛଅ କଟି କଉଡ଼ିରେ ଚାରିଜଣ ବା ଅଭାବପକ୍ଷେ ଦୁଇଜଣ ଖେଳାଳି ଖେଳନ୍ତି ପଶାପାଲି ପରି ଘର କଟାଯାଏ, ଏଥିରେ କଉଡ଼ି ପଡ଼ିବା ଅନୁସାରେ ଦାନ ଚାଳିବାକୁ ହୁଏ]