ପ୍ରେରକ

ଉଇକିଅଭିଧାନ‌ରୁ

ପ୍ରେରକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପ୍ରେରିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ପ୍ର+ଈର୍ ଧାତୁ=ଗମନ କରିବା ଣିଚ୍= ପ୍ରେରି ଧାତୁ+କର୍ତ୍ତୃ. ଅକ)[ସମ୍ପାଦନା]

୧. ଯେ ପଠାଏ; ପଠାଇବା ବ୍ୟକ୍ତି —୧. Sending.
୨. ପ୍ରୟୋଜକ; ନିଯୋଗକାରୀ —୨. Employing.