Jump to content

ପ୍ରେରକ

ଉଇକିଅଭିଧାନ‌ରୁ

ପ୍ରେରକ

ଉଚ୍ଚାରଣ

[ସମ୍ପାଦନା]
(ପ୍ରେରିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ପ୍ର+ଈର୍ ଧାତୁ=ଗମନ କରିବା ଣିଚ୍= ପ୍ରେରି ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଯେ ପଠାଏ; ପଠାଇବା ବ୍ୟକ୍ତି —୧. Sending.
୨. ପ୍ରୟୋଜକ; ନିଯୋଗକାରୀ —୨. Employing.