ତାର୍
ଦେଖଣା
ତାର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]- ୧. ଶଗଡ଼ ଚକର ଚାରି ଆଡ଼େ ବୁଲିଥିବା ଲୌହ ବଳୟ; ହାଲ — ୧. Iron rim of a cart-wheel.
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଟାର୍; ପର୍ଟୁଗୀଜ୍—ଆଲକାତରା; ତୁଳ ସଂସ୍କୃତ - ଆରାଳ=ସାଳନିର୍ଯ୍ୟାସ)
[ସମ୍ପାଦନା]- ୨. ରାଳ; ଆଲକାତରା —୨. Tar; coal-tar.