Jump to content

ତାର୍

ଉଇକିଅଭିଧାନ‌ରୁ

ତାର୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]
୧. ଶଗଡ଼ ଚକର ଚାରି ଆଡ଼େ ବୁଲିଥିବା ଲୌହ ବଳୟ; ହାଲ — ୧. Iron rim of a cart-wheel.

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଟାର୍; ପର୍ଟୁଗୀଜ୍—ଆଲକାତରା; ତୁଳ ସଂସ୍କୃତ - ଆରାଳ=ସାଳନିର୍ଯ୍ୟାସ)

[ସମ୍ପାଦନା]
୨. ରାଳ; ଆଲକାତରା —୨. Tar; coal-tar.