ଗଇମାରୁ
ଦେଖଣା
ଗଇମାରୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଗୁପ୍ତ+ମାରକ)
[ସମ୍ପାଦନା]- ୧. ଗୁପ୍ତହତ୍ୟାକାରୀ —୧. Assassinating.
- ୨. ବିଶ୍ୱାସଘାତକ —୨. Treacherous.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗୁପ୍ତଘାତକ ବ୍ୟକ୍ତି —୧. An assassin.
- ୨. ବିଶ୍ୱାସଘାତକ ବ୍ୟକ୍ତି — ୨. A treacherous person.
- ୩. ଗୁପ୍ତହତ୍ୟା —୩. Assassination.