ଗଇମାରୁ

ଉଇକିଅଭିଧାନ‌ରୁ

ଗଇମାରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଗୁପ୍ତ+ମାରକ)[ସମ୍ପାଦନା]

୧. ଗୁପ୍ତହତ୍ୟାକାରୀ —୧. Assassinating.
୨. ବିଶ୍ୱାସଘାତକ —୨. Treacherous.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଗୁପ୍ତଘାତକ ବ୍ୟକ୍ତି —୧. An assassin.
୨. ବିଶ୍ୱାସଘାତକ ବ୍ୟକ୍ତି — ୨. A treacherous person.
୩. ଗୁପ୍ତହତ୍ୟା —୩. Assassination.