Jump to content

ଗଇମାରୁ

ଉଇକିଅଭିଧାନ‌ରୁ

ଗଇମାରୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଗୁପ୍ତ+ମାରକ)

[ସମ୍ପାଦନା]
୧. ଗୁପ୍ତହତ୍ୟାକାରୀ —୧. Assassinating.
୨. ବିଶ୍ୱାସଘାତକ —୨. Treacherous.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗୁପ୍ତଘାତକ ବ୍ୟକ୍ତି —୧. An assassin.
୨. ବିଶ୍ୱାସଘାତକ ବ୍ୟକ୍ତି — ୨. A treacherous person.
୩. ଗୁପ୍ତହତ୍ୟା —୩. Assassination.