ଧୂଆଁ
ଧୂଆଁ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧୂମ)[ସମ୍ପାଦନା]
- ୧. ଧୂମ —୧. Smoke.
- ୨. ବାଷ୍ପ, ବାମ୍ଫ —୨. Steam; vapour.
- ୩. ଗୋମୋଷାଦିଙ୍କୁ ଓ ବିନା ମସାରିରେ ଶୋଇ ଥିବା ଲୋକଙ୍କୁ ମଶା ମାଛି ଆଦି ନ କାମୁଡିବା ପାଇଁ ଗୁହାଳରେ ଯେଉଁ କୁହୁଳୁ ଥିବା ନିଆଁ ଗଦା କରାଯାଏ — ୩. Smoking-fire made to scare away mosquitoes from cattle and from a room where people sleep without mosquito curtains.
ପ୍ରାଦେଶିକ - (ଗଞାମ)[ସମ୍ପାଦନା]
- ୪. ଧୂଆଁ ପତ୍ର —୪. Tobacco