ଘଟି
ଦେଖଣା
ଘଟି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୃଷ୍ଟ)
[ସମ୍ପାଦନା]- ୧. ମଳି ଛଡ଼ାଇବାନିମନ୍ତେ ଦେହରେ ଲେପନାର୍ଥ ଚୂର୍ଣ୍ଣବା ଲେପ —୧. A power or paste used for cleansing the body.
- ୨. (ସଂସ୍କୃତ - ଘଟ) କଳସ; ଛୋଟ ଘଟ — ୨. Small earthen pitcher.
ଖଚବଚ ମୂଦର, ପ୍ରହାରି କେଟି ମୋର, ମୋଦ ପୀୟୂଷ ଘଟି ପିଟିଲାରେ—କବିସୂର୍ଯ୍ୟ. ସଙ୍ଗୀତ
ଗ୍ରାମ୍ୟ - (ଇତର)ଅ
[ସମ୍ପାଦନା](ଘରଠାଇଁ ବା ଘରଠିଁର ସଂକ୍ଷେପ)— ଘରଠାରେ; ଘରେ —At-home.
ଆଉ ଦୁଇ ତିନିଖଣ୍ଡ କମ୍ୱଳ କୋଉଠି କାହା ଘଟିଥିବ ଖୋଜିଖୋଜି ଆଣ—ଭିକାରୀ. ଯୌତୁକ
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ସଂସ୍କୃତ - ଘଟୀ)
[ସମ୍ପାଦନା]ଲୋଟି; ଛୋଟ ଢାଳ — Small metal water-picture.
ପ୍ରାଦେଶିକ - (ମେଦିନୀପୁର,ସିଂହଭୂମ) ବିଶେଷ୍ୟ - (ସଂସ୍କୃତ - ଘଟ; ତୁଳବଙ୍ଗାଳୀ - ଘଟୀ)
[ସମ୍ପାଦନା]ଢ଼ାଳ —A metal jug.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ହିନ୍ଦୀ - ଘାଟୀ)
[ସମ୍ପାଦନା]- ୧. ଘାଟି; ଦୋଷ —୧. Defect.
- ୨. କ୍ଷତି —୨. Loss; damage.