ଘଟି

ଉଇକିଅଭିଧାନ‌ରୁ

ଘଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୃଷ୍ଟ)[ସମ୍ପାଦନା]

୧. ମଳି ଛଡ଼ାଇବାନିମନ୍ତେ ଦେହରେ ଲେପନାର୍ଥ ଚୂର୍ଣ୍ଣବା ଲେପ —୧. A power or paste used for cleansing the body.
୨. (ସଂସ୍କୃତ - ଘଟ) କଳସ; ଛୋଟ ଘଟ — ୨. Small earthen pitcher.

ଖଚବଚ ମୂଦର, ପ୍ରହାରି କେଟି ମୋର, ମୋଦ ପୀୟୂଷ ଘଟି ପିଟିଲାରେ—କବିସୂର୍ଯ୍ୟ. ସଙ୍ଗୀତ

ଗ୍ରାମ୍ୟ - (ଇତର)ଅ[ସମ୍ପାଦନା]

(ଘରଠାଇଁ ବା ଘରଠିଁର ସଂକ୍ଷେପ)— ଘରଠାରେ; ଘରେ —At-home.


ଆଉ ଦୁଇ ତିନିଖଣ୍ଡ କମ୍ୱଳ କୋଉଠି କାହା ଘଟିଥିବ ଖୋଜିଖୋଜି ଆଣ—ଭିକାରୀ. ଯୌତୁକ

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ସଂସ୍କୃତ - ଘଟୀ)[ସମ୍ପାଦନା]

ଲୋଟି; ଛୋଟ ଢାଳ — Small metal water-picture.

ପ୍ରାଦେଶିକ - (ମେଦିନୀପୁର,ସିଂହଭୂମ) ବିଶେଷ୍ୟ - (ସଂସ୍କୃତ - ଘଟ; ତୁଳବଙ୍ଗାଳୀ - ଘଟୀ)[ସମ୍ପାଦନା]

ଢ଼ାଳ —A metal jug.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ହିନ୍ଦୀ - ଘାଟୀ)[ସମ୍ପାଦନା]

୧. ଘାଟି; ଦୋଷ —୧. Defect.
୨. କ୍ଷତି —୨. Loss; damage.