ପତଳା
ବିଶେଷଣ (ଦେଶଜ)[ସମ୍ପାଦନା]
- ପାତଳ; ସରୁ; ଯାହାର ବେଧ ଅତି କମ
- ଛଡାଛଡା; ଅଘନ
- ଶୀର୍ଣ୍ଣ
- କ୍ଷୀଣ; ଦୁର୍ବଳ
- ଅତ୍ୟନ୍ତ ତରଳ
- ଧୈର୍ଯ୍ୟହୀନପତଳା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷଣ - (ସଂସ୍କୃତ - ପତ୍ରତୁଲ୍ୟ ବା ପତ୍ରଳ; ସଂସ୍କୃତ - ପାତ୍ରଟ; ପାଚ ପାତ୍ତଡ଼)[ସମ୍ପାଦନା]
- ୧. ପାତଳ; ସରୁ; ଯାହାର ବେଧ ଅତି କମ — ୧. Thin; fine.
(ପତଳୀ—ସ୍ତ୍ରୀ)
ପତଳାପଣ, ପତଳାପଣିଆ(ଆଁ)ବି
(ଯଥା—ପତଳା ଲୁଗା)
- ୨. ଛଡ଼ାଛଡ଼ା; ଆଘନ —୨. Sparse.
(ଯଥା—ପତଳା ବାଳ)
- ୩. ଶୀର୍ଣ୍ଣ —୩. Lean.
(ଯଥା—ପତଳା ଦେହ; ପତଳା ମନୁଷ୍ୟ)
- ୪. କ୍ଷୀଣ; ଦୁର୍ବଳ —୪. Slender; weak.
- ୫. ଅତ୍ୟନ୍ତ ତରଳ —୫. Very watery; liquid.
(ଯଥା—ପତଳା ଝାଡ଼ା)
- ୬. ଧୈର୍ଯ୍ୟହୀନ (ମନ) — ୬. Impaient; nervous (mind).