ପତଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ବିଶେଷଣ (ଦେଶଜ)[ସମ୍ପାଦନା]

  • ପାତଳ; ସରୁ; ଯାହାର ବେଧ ଅତି କମ
  • ଛଡାଛଡା; ଅଘନ
  • ଶୀର୍ଣ୍ଣ
  • କ୍ଷୀଣ; ଦୁର୍ବଳ
  • ଅତ୍ୟନ୍ତ ତରଳ
  • ଧୈର୍ଯ୍ୟହୀନପତଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ପତ୍ରତୁଲ୍ୟ ବା ପତ୍ରଳ; ସଂସ୍କୃତ - ପାତ୍ରଟ; ପାଚ ପାତ୍ତଡ଼)[ସମ୍ପାଦନା]

୧. ପାତଳ; ସରୁ; ଯାହାର ବେଧ ଅତି କମ — ୧. Thin; fine.
(ପତଳୀ—ସ୍ତ୍ରୀ) 

ପତଳାପଣ, ପତଳାପଣିଆ(ଆଁ)ବି

(ଯଥା—ପତଳା ଲୁଗା)

୨. ଛଡ଼ାଛଡ଼ା; ଆଘନ —୨. Sparse.

(ଯଥା—ପତଳା ବାଳ)

୩. ଶୀର୍ଣ୍ଣ —୩. Lean.

(ଯଥା—ପତଳା ଦେହ; ପତଳା ମନୁଷ୍ୟ)

୪. କ୍ଷୀଣ; ଦୁର୍ବଳ —୪. Slender; weak.
୫. ଅତ୍ୟନ୍ତ ତରଳ —୫. Very watery; liquid.

(ଯଥା—ପତଳା ଝାଡ଼ା)

୬. ଧୈର୍ଯ୍ୟହୀନ (ମନ) — ୬. Impaient; nervous (mind).