ଘଟିତ
ଦେଖଣା
ଘଟିତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଘଟ୍ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ରଚିତ; ନିର୍ମିତ — ୧. Prepared; made; formed; produced; composed.
- ୨. ମିଶ୍ରିତ —୨. Mixed.
(ଯଥା—ପାରଦଘଟିତ ଔଷଧ)
- ୩. ଯୋଜିତ —୩. joined; united; connected.
- ୪. ଘଟିଥିବା —୪. Happened; taken place.
- ୫. ସଂଘଠିତ; ଘଟନା କରାଯାଇଥିବା — ୫. Made to happen; brought about.
- ୬. କଳ୍ପିତ —୬. Planned; devised.
- ୭. ସଂକ୍ରାନ୍ତ —୭. Connected; compounded.
(ଯଥା—ଗୁରୁତର ଅପରାଧ ଘଟିତ ମକଦ୍ଦମା)