ଘଟିତ

ଉଇକିଅଭିଧାନ‌ରୁ

ଘଟିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - (ଘଟ୍ ଧାତୁ+କର୍ମ. ତ)[ସମ୍ପାଦନା]

୧. ରଚିତ; ନିର୍ମିତ — ୧. Prepared; made; formed; produced; composed.
୨. ମିଶ୍ରିତ —୨. Mixed.

(ଯଥା—ପାରଦଘଟିତ ଔଷଧ)

୩. ଯୋଜିତ —୩. joined; united; connected.
୪. ଘଟିଥିବା —୪. Happened; taken place.
୫. ସଂଘଠିତ; ଘଟନା କରାଯାଇଥିବା — ୫. Made to happen; brought about.
୬. କଳ୍ପିତ —୬. Planned; devised.
୭. ସଂକ୍ରାନ୍ତ —୭. Connected; compounded.

(ଯଥା—ଗୁରୁତର ଅପରାଧ ଘଟିତ ମକଦ୍ଦମା)