ଝାଳବୁହା
ଦେଖଣା
ଝାଳବୁହା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଝାଳବୁହା
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. କଠୋର ପରିଶ୍ରମଦ୍ୱାରା ଉପାର୍ଜିତ — ୧. Hard-earned; earned by the sweat of the brow.
(ଯଥା—ଝାଳବୁହା କଉଡ଼ି)
- ୨. ଯେଉଁ କାର୍ଯ୍ୟ ବା ପରିଶ୍ରମ କଲେ ଶରୀରରୁ ଶ୍ରମଝାଳ ବହେ —୨. (work. or labour) Which causes one to perspire.
(ଯଥା—ଝାଳବୁହା ମିହନ୍ତ)