ଝାଳବୁହା
ଝାଳବୁହା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଝାଳବୁହା
|
ଦେଶଜ - ବିଶେଷଣ -[ସମ୍ପାଦନା]
- ୧. କଠୋର ପରିଶ୍ରମଦ୍ୱାରା ଉପାର୍ଜିତ — ୧. Hard-earned; earned by the sweat of the brow.
(ଯଥା—ଝାଳବୁହା କଉଡ଼ି)
- ୨. ଯେଉଁ କାର୍ଯ୍ୟ ବା ପରିଶ୍ରମ କଲେ ଶରୀରରୁ ଶ୍ରମଝାଳ ବହେ —୨. (work. or labour) Which causes one to perspire.
(ଯଥା—ଝାଳବୁହା ମିହନ୍ତ)