ନଖଖାଦୀ
ନଖଖାଦୀ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ନଖଖାଦିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ନଖ+ ଖାଦ୍ ଧାତୁ+ କର୍ତ୍ତୃ. ଇନ୍; ୧ମା. ୧ବ)[ସମ୍ପାଦନା]
- ୧. ଯେଉଁ ବ୍ୟକ୍ତି ଆପଣା ନଖର ଆଗକୁ ଦାନ୍ତରେ କାମୁଡ଼ି ଛିଣ୍ଡାଏ —୧. (a person) Clipping his own nails with the teeth.
[ଦ୍ରଷ୍ଟବ୍ୟ —ମନୁ ଅନୁସାରେ ଏପରି ବ୍ୟକ୍ତିର ଶୀଘ୍ର ବିନାଶ ଘଟେ— ହିନ୍ଦୀ - ଶବ୍ଦସାଗର]
- ୨. ଯେଉଁ ଜୀବମାନେ ନଖ ସାହାର୍ଯ୍ୟରେ ଖାଆନ୍ତି — ୨. (animals) Taking food with the help of the finger-nails.