ନଖଖାଦୀ

ଉଇକିଅଭିଧାନ‌ରୁ

ନଖଖାଦୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନଖଖାଦିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ନଖ+ ଖାଦ୍ ଧାତୁ+ କର୍ତ୍ତୃ. ଇନ୍; ୧ମା. ୧ବ)[ସମ୍ପାଦନା]

୧. ଯେଉଁ ବ୍ୟକ୍ତି ଆପଣା ନଖର ଆଗକୁ ଦାନ୍ତରେ କାମୁଡ଼ି ଛିଣ୍ଡାଏ —୧. (a person) Clipping his own nails with the teeth.

[ଦ୍ରଷ୍ଟବ୍ୟ —ମନୁ ଅନୁସାରେ ଏପରି ବ୍ୟକ୍ତିର ଶୀଘ୍ର ବିନାଶ ଘଟେ— ହିନ୍ଦୀ - ଶବ୍ଦସାଗର]

୨. ଯେଉଁ ଜୀବମାନେ ନଖ ସାହାର୍ଯ୍ୟରେ ଖାଆନ୍ତି — ୨. (animals) Taking food with the help of the finger-nails.