ଫରାସ
ଫରାସ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]
- ୧. (ଆରବୀ - ଉରଷ୍=ବିଛଣା) ଭୂଇଁରେ ବିଛାଯିବା ବଡ଼ ଆସନ; ସତରଞ୍ଜ —୧. A floor-mat.
- ୨. (ଆରବୀ - ଫର୍ରାସ୍) ଗୃହର ନୀଚ କର୍ମ କରିବା ଚାକର — ୨. Menial servant.
- ୩. (ଫାରାସୀ - ଫରାସୀସ୍; ଇଂରାଜୀ - ଫ୍ରାନ୍ସ) ଫ୍ରାନ୍ସ ଦେଶ ୩. France.