Jump to content

ଫରାସ

ଉଇକିଅଭିଧାନ‌ରୁ

ଫରାସ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]
୧. (ଆରବୀ - ଉରଷ୍=ବିଛଣା) ଭୂଇଁରେ ବିଛାଯିବା ବଡ଼ ଆସନ; ସତରଞ୍ଜ —୧. A floor-mat.
୨. (ଆରବୀ - ଫର୍ରାସ୍) ଗୃହର ନୀଚ କର୍ମ କରିବା ଚାକର — ୨. Menial servant.
୩. (ଫାରାସୀ - ଫରାସୀସ୍; ଇଂରାଜୀ - ଫ୍ରାନ୍ସ) ଫ୍ରାନ୍ସ ଦେଶ ୩. France.