ଚକ୍ଚକ୍
ଦେଖଣା
ଚକ୍ଚକ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ସଂସ୍କୃତ - ଚାକଚକ୍ୟ; ତୁଳ. ତୀକୀ. ଚକ୍ମକ୍; ସଂସ୍କୃତ - ଚକ୍ ଧାତୁ=ଦୀପ୍ତି ପାଇବା)
[ସମ୍ପାଦନା]- ୧. ଦୀପ୍ତି; ଚମକ — ୧. Splendour; lustre; brilliancy.
- ୨. ଚାକଚକ୍ୟ; ବର୍ଣ୍ଣର ଔଜ୍ଜଲ୍ୟ — ୨. Brightness of colour; dazzling brightness.
ଅନୁବାଦ
[ସମ୍ପାଦନା]ଚକ୍ଚକ୍
|
ଦେଶଜ - ବିଶେଷଣ -
[ସମ୍ପାଦନା]ଜାଜ୍ୱଲ୍ୟମାନ; ଉଜ୍ଜ୍ୱଳ; ଜକ୍ଜକ୍ —Shining; bright; brilliant dazzling.
ଦେଶଜ - ଅ (ଧ୍ୱନ୍ୟନୁକରଣ)
[ସମ୍ପାଦନା]ବିରାଡ଼ି କୁକୁର ପାନୀୟ ପଦାର୍ଥ ଜିଭଦ୍ୱାରା ଚାଟି ପିଇବାର ଶଦ୍ଦ —Sound of licking of milk or water by cats and dogs.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଆସନ୍ନବିପଦଜନିତ ଆଶଙ୍କାଯୋଗୁଁ ମନର ଅସ୍ଥିରତା —Uneasiness due to the fear of impending danger.