ଚକ୍ଚକ୍

ଉଇକିଅଭିଧାନ‌ରୁ

ଚକ୍ଚକ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ସଂସ୍କୃତ - ଚାକଚକ୍ୟ; ତୁଳ. ତୀକୀ. ଚକ୍ମକ୍; ସଂସ୍କୃତ - ଚକ୍ ଧାତୁ=ଦୀପ୍ତି ପାଇବା)[ସମ୍ପାଦନା]

୧. ଦୀପ୍ତି; ଚମକ — ୧. Splendour; lustre; brilliancy.
୨. ଚାକଚକ୍ୟ; ବର୍ଣ୍ଣର ଔଜ୍ଜଲ୍ୟ — ୨. Brightness of colour; dazzling brightness.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

ଜାଜ୍ୱଲ୍ୟମାନ; ଉଜ୍ଜ୍ୱଳ; ଜକ୍ଜକ୍ —Shining; bright; brilliant dazzling.

ଦେଶଜ - ଅ (ଧ୍ୱନ୍ୟନୁକରଣ)[ସମ୍ପାଦନା]

ବିରାଡ଼ି କୁକୁର ପାନୀୟ ପଦାର୍ଥ ଜିଭଦ୍ୱାରା ଚାଟି ପିଇବାର ଶଦ୍ଦ —Sound of licking of milk or water by cats and dogs.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ଆସନ୍ନବିପଦଜନିତ ଆଶଙ୍କାଯୋଗୁଁ ମନର ଅସ୍ଥିରତା —Uneasiness due to the fear of impending danger.