ଦକ୍ଷା

ଉଇକିଅଭିଧାନ‌ରୁ

ଦକ୍ଷା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ.[ସମ୍ପାଦନା]

ପଟୁ (ସ୍ତ୍ରୀ) —Expert; active (Woman).

ବିଶେଷ୍ୟ -[ସମ୍ପାଦନା]

ପୃଥିବୀ —The earth.

ଦେଶଜ - ବିଶେଷଣ -[ସମ୍ପାଦନା]

କଲ୍ୟାଣକରଣ ପଟୁ — Skilful in pronouncing benedictions.

ବାମଦେବ ବୋଇଲେ କରିଛି ତୋତେ ରକ୍ଷା ବାଞ୍ଛିପୁତ୍ରଙ୍କ କଲ୍ୟାଣେ ଆସୁଅଛି ଦକ୍ଷା ଭଞ୍ଜ. ବୈଦେହୀଶ ବିଳାସ