ଦକ୍ଷା
ଦେଖଣା
ଦକ୍ଷା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ.
[ସମ୍ପାଦନା]ପଟୁ (ସ୍ତ୍ରୀ) —Expert; active (Woman).
ବିଶେଷ୍ୟ -
[ସମ୍ପାଦନା]ପୃଥିବୀ —The earth.
ଦେଶଜ - ବିଶେଷଣ -
[ସମ୍ପାଦନା]କଲ୍ୟାଣକରଣ ପଟୁ — Skilful in pronouncing benedictions.
ବାମଦେବ ବୋଇଲେ କରିଛି ତୋତେ ରକ୍ଷା ବାଞ୍ଛିପୁତ୍ରଙ୍କ କଲ୍ୟାଣେ ଆସୁଅଛି ଦକ୍ଷା ଭଞ୍ଜ. ବୈଦେହୀଶ ବିଳାସ