ଅନ୍ଦୁ

ଉଇକିଅଭିଧାନ‌ରୁ
(file)
  1. ହସ୍ତୀପଦ ବନ୍ଧନ ଶୃଙ୍ଖଳ; ହାତୀଶିକୁଳା
  2. ଶିକୁଳି ପରି ସ୍ତ୍ରୀ ପାଦଭୂଷଣବିଶେଷ

ଶବ୍ଦ ବିନ୍ୟାସ[ସମ୍ପାଦନା]

  • ସଂ. ବି.
    ଅନ୍ଦ ଧାତୁ=ବନ୍ଧନ କରିବା+ଉ

ଆହୁରି ଦେଖନ୍ତୁ[ସମ୍ପାଦନା]

ବ୍ୟବହାର[ସମ୍ପାଦନା]