ଉଦାସୀ

ଉଇକିଅଭିଧାନ‌ରୁ

ବିଶେଷଣ(ସଂସ୍କୃତ),[୧][ସମ୍ପାଦନା]

  • ପୁଂଲିଙ୍ଗ
  • ଉଦାସିନୀ- ସ୍ତ୍ରୀଲିଙ୍ଗ
  • ଉଦାସିତା- ବିଶେଷ୍ୟ
  • ଇତ୍+ ଆସ୍ ଧାତୁ+ କର୍ତ୍ତୁ. ଇନ୍; ପ୍ରଥମା ଏକ ବଚନ

ବିଶେଷ୍ୟ( ଦେଶଜ )[ସମ୍ପାଦନା]

  • ସଂସାର ବିରାଗୀ ବୈଷ୍ଣବସମ୍ପ୍ରଦାୟ ବିଶେଷ

ବିଶେଷଣ( ଦେଶଜ )[ସମ୍ପାଦନା]

  • ବିଷଣ୍ଣ ( Melancholy )
  • ନିହଙ୍ଗୀ(Observing the vow of celebacy )

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୯୭୨