ବ୍ୟାଘ୍ର
ଦେଖଣା
ବ୍ୟାଘ୍ର
ଉଚ୍ଚାରଣ
[ସମ୍ପାଦନା](ବ୍ୟାଘ୍ରୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ବି+ଆ+ଘ୍ରା. ଧାତୁ=ଗନ୍ଧ ଗ୍ରହଣ କରିବା,ଭକ୍ଷଣ କରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ବିଡ଼ାଳ ଜାତୀୟ ବନ୍ୟ ଜୀବଘାତୀ ବୃହତ୍ ଶ୍ୱାପଦ ବିଶେଷ; ବାରା —୧. Tiger.
- ୨. ରକ୍ତ ଏରଣ୍ଡ ବୃକ୍ଷ; ନାଲି ଗବଗଛ — ୨. The red castor seed plant.
- ୩. କରଞ୍ଜ (ହିନ୍ଦୀ - ଶ.) (ଦେଖ) - —୩. Karan̄ja (See).
ବିଶେଷଣ - ଓ ବିଶେଷ୍ୟ -
[ସମ୍ପାଦନା](ଅନ୍ୟ ଶବ୍ଦ ପରେ ପ୍ରଯୁକ୍ତ ହେଲେ, ଯଥା —ପୁରୁଷ ବ୍ୟାଘ୍ର ନର ବ୍ର୍ୟାଘ୍ର)—ଏକ ଶ୍ରେଣୀର ବହୁ ମଧ୍ୟରେ ଶ୍ରେଷ୍ଠ — Chief amongst many many of a class; prominent; excellent.