ବ୍ୟାଘ୍ର

ଉଇକିଅଭିଧାନ‌ରୁ

ବ୍ୟାଘ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବ୍ୟାଘ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ବି+ଆ+ଘ୍ରା. ଧାତୁ=ଗନ୍ଧ ଗ୍ରହଣ କରିବା,ଭକ୍ଷଣ କରିବା+କର୍ତ୍ତୃ. ଅ)[ସମ୍ପାଦନା]

୧. ବିଡ଼ାଳ ଜାତୀୟ ବନ୍ୟ ଜୀବଘାତୀ ବୃହତ୍ ଶ୍ୱାପଦ ବିଶେଷ; ବାରା —୧. Tiger.
୨. ରକ୍ତ ଏରଣ୍ଡ ବୃକ୍ଷ; ନାଲି ଗବଗଛ — ୨. The red castor seed plant.
୩. କରଞ୍ଜ (ହିନ୍ଦୀ - ଶ.) (ଦେଖ) - —୩. Karan̄ja (See).

ବିଶେଷଣ - ଓ ବିଶେଷ୍ୟ -[ସମ୍ପାଦନା]

(ଅନ୍ୟ ଶବ୍ଦ ପରେ ପ୍ରଯୁକ୍ତ ହେଲେ, ଯଥା —ପୁରୁଷ ବ୍ୟାଘ୍ର ନର ବ୍ର୍ୟାଘ୍ର)—ଏକ ଶ୍ରେଣୀର ବହୁ ମଧ୍ୟରେ ଶ୍ରେଷ୍ଠ — Chief amongst many many of a class; prominent; excellent.