କତୁଆ
ଦେଖଣା
କତୁଆ —
ଉଚ୍ଚାରଣ: Katuā
ପ୍ରାଦେ. (ସମ୍ବଲପୁର) ବି. (ସଂ. କୃତ ଧାତୁ) —
୧: ବଡ଼ ଲିହଣ —୧. A big iron-chisel.
୨: ମାଟି କାଟିବା ନିମନ୍ତେ ବ୍ୟବହୁତ କାଠର ଶସ୍ତ୍ର; କାତୁଆ — ୨. A wooden spade used for cutting earth.
କତୁଆ —
ଉଚ୍ଚାରଣ: Katuā
ପ୍ରାଦେ. (ସମ୍ବଲପୁର) ବି. (ସଂ. କୃତ ଧାତୁ) —
୧: ବଡ଼ ଲିହଣ —୧. A big iron-chisel.
୨: ମାଟି କାଟିବା ନିମନ୍ତେ ବ୍ୟବହୁତ କାଠର ଶସ୍ତ୍ର; କାତୁଆ — ୨. A wooden spade used for cutting earth.