କତୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କତୁଆ
ଉଚ୍ଚାରଣ: Katuā

ପ୍ରାଦେ. (ସମ୍ବଲପୁର) ବି. (ସଂ. କୃତ ଧାତୁ) —

୧: ବଡ଼ ଲିହଣ —୧. A big iron-chisel.

୨: ମାଟି କାଟିବା ନିମନ୍ତେ ବ୍ୟବହୁତ କାଠର ଶସ୍ତ୍ର; କାତୁଆ — ୨. A wooden spade used for cutting earth.