ବଟୁଆ
ଦେଖଣା
ବଟୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଟୁଆ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଟ=ଛଣପଟର ସୁତା; ସଂସ୍କୃତ - ବଟୀ=ରଜୁ; ସଂସ୍କୃତ - ବର୍ତ୍ତୁକ)
[ସମ୍ପାଦନା]- ୧. ପାନ ଖାଇବାର ଉପକରଣ ବା ଔଷଧାଦି ରଖିବା ନିମନ୍ତେ ବ୍ୟବହୃତ କନାର ଏକାଧିକ କୋଠିରିବିଶିଷ୍ଟ ଥଳି —୧. A small bag or waller with a slip- knot contrivancr to open or shut it by means of working strings.
(ଯଥା—ପାନ ବଟୁଆ, ଔଷଧ ବଟୁଆ)
- ୨. (ଅନାଦରାର୍ଥକ) ବଟକୃଷ୍ଣର ଡ଼ାକ ନାମ — ୨. A name for calling Baṭakṛushṇa