ବଟୁଆ

ଉଇକିଅଭିଧାନ‌ରୁ

ବଟୁଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଟ=ଛଣପଟର ସୁତା; ସଂସ୍କୃତ - ବଟୀ=ରଜୁ; ସଂସ୍କୃତ - ବର୍ତ୍ତୁକ)[ସମ୍ପାଦନା]

୧. ପାନ ଖାଇବାର ଉପକରଣ ବା ଔଷଧାଦି ରଖିବା ନିମନ୍ତେ ବ୍ୟବହୃତ କନାର ଏକାଧିକ କୋଠିରିବିଶିଷ୍ଟ ଥଳି —୧. A small bag or waller with a slip- knot contrivancr to open or shut it by means of working strings.

(ଯଥା—ପାନ ବଟୁଆ, ଔଷଧ ବଟୁଆ)

୨. (ଅନାଦରାର୍ଥକ) ବଟକୃଷ୍ଣର ଡ଼ାକ ନାମ — ୨. A name for calling Baṭakṛushṇa