କପଟ
ଦେଖଣା
କପଟ —
ଉଚ୍ଚାରଣ: Kapaṭa
ସଂ. ବି. (କ=ବ୍ରହ୍ମା+ପଟ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) —
୧: ଛଦ୍ମ —୧. Disguise.
୨: ଛଳ —୨. Pretence.
୩: ଶଠତା —୩. Deception.
୪: ବଞ୍ଚନା —୪. Fraud.
୫: ମାୟା —୫. Illusion.
୬: ଅନ୍ତର୍ଗତଭାବର ଗୋପନ —୬. Hypocricy.
ସଂ. ବିଣ —
୧: ମାୟାବୀ —୧. Crafty; illusive.
୨: ଶଠ; ବଞ୍ଚନାକାରୀ —୨. Fraudulent.
ଦେ. ବି —
ଦନୁଦେବୀଙ୍କ ପୁତ୍ରର ନାମ (ବିଷ୍ଣୁ କେଶରୀ ପୁରାଣ) — The name of the son of Danu.