କପଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କପଟ
ଉଚ୍ଚାରଣ: Kapaṭa

ସଂ. ବି. (କ=ବ୍ରହ୍ମା+ପଟ୍ ଧାତୁ=ଆଚ୍ଛାଦନ କରିବା+କର୍ତ୍ତୃ. ଅ) —

୧: ଛଦ୍ମ —୧. Disguise.

୨: ଛଳ —୨. Pretence.

୩: ଶଠତା —୩. Deception.

୪: ବଞ୍ଚନା —୪. Fraud.

୫: ମାୟା —୫. Illusion.

୬: ଅନ୍ତର୍ଗତଭାବର ଗୋପନ —୬. Hypocricy.

ସଂ. ବିଣ —

୧: ମାୟାବୀ —୧. Crafty; illusive.

୨: ଶଠ; ବଞ୍ଚନାକାରୀ —୨. Fraudulent.

ଦେ. ବି —

ଦନୁଦେବୀଙ୍କ ପୁତ୍ରର ନାମ (ବିଷ୍ଣୁ କେଶରୀ ପୁରାଣ) — The name of the son of Danu.