କଡ଼
ଦେଖଣା
କଡ଼ —
ଉଚ୍ଚାରଣ: Kaṟḍ̠a
পার
त्र्प्रर
ସଂ. ବିଣ—(କଡ଼ ଧାତୁ=ଖାଇବା; ଦର୍ପ କରିବା+କର୍ମ. ଅ) —
୧: ଭକ୍ଷ୍ୟ —୧. Edible.
୨: (+କର୍ତ୍ତୃ. ଅ) ଉନ୍ନତ୍ତ —୨. Mad.
୩: ଅଜ୍ଞ; ମୁର୍ଖ —୩. Illiterate.
ସଂ. ବି —
ଭକ୍ଷଣ Eating.
ଦେ. ବି. (ସଂ. କଟୀ?) —
୧: ପାର୍ଶ୍ବ; ପାଖ —୧. Side; flank.
ଦୈତ୍ୟଙ୍କର ଶିର ମୋଡ଼ି ମାଳେ ମାଳେ ଏକଡ଼ ସେକଡ ମୋଡ଼ି ପକାନ୍ତି ଭୂତଳେ ସାରଳାମହାଭାରତ
୨: ଶରୀରର ପାର୍ଶ୍ବ —୨. Side of the body.