କଡ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଡ଼
ଉଚ୍ଚାରଣ: Kaṟḍ̠a
পার त्र्प्रर

ସଂ. ବିଣ—(କଡ଼ ଧାତୁ=ଖାଇବା; ଦର୍ପ କରିବା+କର୍ମ. ଅ) —

୧: ଭକ୍ଷ୍ୟ —୧. Edible.

୨: (+କର୍ତ୍ତୃ. ଅ) ଉନ୍ନତ୍ତ —୨. Mad.

୩: ଅଜ୍ଞ; ମୁର୍ଖ —୩. Illiterate.

ସଂ. ବି —

ଭକ୍ଷଣ Eating.

ଦେ. ବି. (ସଂ. କଟୀ?) —

୧: ପାର୍ଶ୍ବ; ପାଖ —୧. Side; flank.

ଦୈତ୍ୟଙ୍କର ଶିର ମୋଡ଼ି ମାଳେ ମାଳେ ଏକଡ଼ ସେକଡ ମୋଡ଼ି ପକାନ୍ତି ଭୂତଳେ ସାରଳାମହାଭାରତ

୨: ଶରୀରର ପାର୍ଶ୍ବ —୨. Side of the body.