ଧଡ଼ୀ
ଧଡ଼ୀ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
(ଧଡ୍ଡୀ; ଧଡ଼ି ଧୋକଡ଼ୀ—ଅନ୍ୟରୂପ)
ଦେଶଜ - ବିଶେଷଣ - ସ୍ତ୍ରୀ[ସମ୍ପାଦନା]
- ୧. ଅତି ଶୀର୍ଣ୍ଣା — ୧. Emaciated (waman).
- ୨. ଅତି ବୁଦ୍ଧା; ଅନେକ ସନ୍ତାନ ପ୍ରସବ କରିଥିବା ଯୋଗୁଁ ଶୀର୍ଣ୍ଣକାୟା; ଧତଡ଼ୀ; ଅସ୍ଥିକଙ୍କାଳମାତ୍ରାବିଶିଷ୍ଟା (ବୃଦ୍ଧା) —୨. Old and decrepit (waman); wasted (by giving birth to many children); worn out.