ଧଡ଼ୀ

ଉଇକିଅଭିଧାନ‌ରୁ

ଧଡ଼ୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଧଡ୍ଡୀ; ଧଡ଼ି ଧୋକଡ଼ୀ—ଅନ୍ୟରୂପ)

ଦେଶଜ - ବିଶେଷଣ - ସ୍ତ୍ରୀ[ସମ୍ପାଦନା]

୧. ଅତି ଶୀର୍ଣ୍ଣା — ୧. Emaciated (waman).
୨. ଅତି ବୁଦ୍ଧା; ଅନେକ ସନ୍ତାନ ପ୍ରସବ କରିଥିବା ଯୋଗୁଁ ଶୀର୍ଣ୍ଣକାୟା; ଧତଡ଼ୀ; ଅସ୍ଥିକଙ୍କାଳମାତ୍ରାବିଶିଷ୍ଟା (ବୃଦ୍ଧା) —୨. Old and decrepit (waman); wasted (by giving birth to many children); worn out.