ଡରିବା
ଡରିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
[ ଡରା(ରେ)ଇବା—ଣିଜନ୍ତ]
ଦେଶଜ - କ୍ରି. (ସଂସ୍କୃତ - ଦର)[ସମ୍ପାଦନା]
- ୧. ଭୀତ ହେବା — ୧. To be afraid of; to dread; to fear.
- ୨. ହଠାତ୍ ଭୟ ପାଇବା — ୨. To be alarmed.
ସେ ମଧ୍ୟ ଡରିଗଲେ ଦେଖି ଭୀମବଳ କୃଷ୍ଣସିଂହ. ମହାଭାରତ ସଭା
- ୩. ଆଶଙ୍କା କରିବା —୩. To apprehend.
[ ଦ୍ର— ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଯିବା, ପକାଇବା କ୍ରିୟାର ସମାପିକାରୂପ (ଡରିଯିବା,ଡରି ପକେଇବା) ଓ ମରିବା ଏବଂ ହରିବା କ୍ରିୟାର ଅସମାପିକା ରୂପ ଯୁକ୍ତ ହୁଏ (ଡରିମରି, ଡରିହରି) ]