ଘନଘୋର
ଦେଖଣା
ଘନଘୋର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ଧ୍ୱନି | (file) |
ସଂସ୍କୃତ - ବିଶେଷଣ - (୩ୟା ତତ୍; ଘନ+ଘୋର=ଅଚ୍ଛନ୍ନ)
[ସମ୍ପାଦନା]- ୧. ମେଘାଚ୍ଛନ୍ନ —୧. Overclouded.
- ୨. (ଉପମିତ କର୍ମ୍ମଧା; ଘନ ପରି ଘୋର=ଭୀଷଣ) ମେଘ ପରି ଭୟଙ୍କର —୨. Frightening like the clouds.
- ୩. (ଘନ ପରି ଘୋର=ଗମ୍ଭୀର) ଜଳଦଗମ୍ଭୀର; ମେଘପରି ଗମ୍ଭୀର ଧ୍ୱନିଯୁକ୍ତ —Rumbling like clouds; with grave or thundering sound.
- ୪. (ଘନ=ଅତ୍ୟନ୍ତ+ଘୋର=ଭୀଷଣ)—ଅତି ଭୀଷଣ — ୪. Very frightful.